ହାଇଦର୍ ସହଯୋଗୀ ୟାକୁବ ଖାଁ କଲା ଆତ୍ମସମର୍ପଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଗ୍ୟାଙ୍ଗଷ୍ଟର ହାଇଦର୍ ର ସହଯୋଗୀ ୟାକୁବ ଖାଁ ଓରଫ୍ ସିଲୁ ଆତ୍ମସମର୍ପଣ କରିଛି। କଟକ ଚାଉଳିଆଗଞ୍ଜ ଥାନାରେ ୟାକୁବ୍ ଆତ୍ମସମର୍ପଣ କରିଛି। ହାଇଦର୍ ଫେରାର ହେବା ପଛରେ ୟାକୁବ୍ ର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ତେଣୁ କାର୍ଯ୍ୟାନୁଷ୍ଠାନ ଭୟରେ ୟାକୁବ୍ ଆଗୁଆ ଆତ୍ମସମର୍ପଣ କରିଥାଇପାରେ ବୋଲି କୁହାଯାଉଛି।

powered by social2s