ଭୁବନେଶ୍ୱର ଭିଏସ୍ଏସ୍ ନଗର ତାରିଣୀ ମନ୍ଦିରରୁ ଚୋରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ରାଜଧାନୀ ଭିଏସ୍ଏସ୍ ନଗର ତାରିଣୀ ମନ୍ଦିରରୁ ଚୋରି ହୋଇଛି। 

ଏନେଇ ମନ୍ଦିର ପୂଜକ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। 

୨ ଦିନ ତଳେ ରାତିରେ ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି ଓ ଖଣ୍ଡା ଚୋରି ହୋଇଥିଲା। 

ଅଭିଯୋଗ ପରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ପୁଲିସ।

 

powered by social2s