ବାଇକ୍‌କୁ ଧକ୍କା ଦେଲା କଣ୍ଟେନର, ୩ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଖୋର୍ଦ୍ଧା: କଣ୍ଟେନର ଧକ୍କାରେ ୩ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଛି। ପିଏନ୍‌ କଲେଜ ନିକଟ ଜାତୀୟ ରାଜପଥ ଉପରେ ଘଟିଛି ଦୁର୍ଘଟଣା। ରଙ୍ଗରୁଟ୍‌ରେ ଭୁବନେଶ୍ବର ପଟୁ ବାଇକ୍‌ରେ ଯିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା। ଘଟଣାସ୍ଥଳରେ ଜଣେ ପ୍ରାଣ ହରାଇଥିବା ବେଳେ ହସ୍ପିଟାଲ ନେବାବେଳେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି।

powered by social2s