କୃଷ୍ଣପ୍ରସାଦ: ଖୋର୍ଦ୍ଧା ଜିଲ୍ଲା କୃଷ୍ଣପ୍ରସାଦ ତହସିଲ ତିଛିଣି ଗାଁରେ ସିମେଣ୍ଟ ବ୍ଲକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। କାରଖାନା ଭିତରେ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ଟାଙ୍କିରେ ଲାଗିଲା ନିଆଁ। ୩ଟି ଟାଙ୍କି ଫାଟିବାରୁ କାରଖାନାରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ଅଳ୍ପକେ ବର୍ତ୍ତିଲେ ୭ ଶ୍ରମିକ।
powered by social2s

