ରେଳ ଷ୍ଟେସନ୍‌ରେ ଲଗେଜରୁ ମିଳିଲା ଗଞ୍ଜେଇ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ୱର ରେଳ ଷ୍ଟେସନରୁ ୩୦ କେଜି ଗଞ୍ଜେଇ ଜବତ କଲା ସରକାରୀ ରେଳେବାଇ ପୋଲିସ। ଲଗେଜ୍‌ରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଯୁବକଙ୍କୁ ଧରିଲା ପୋଲିସ। ଅଭିଯୁକ୍ତ ହେଉଛି ବିହାର ନାଳନ୍ଦା ଅଞ୍ଚଳର ପପୁ କୁମାର । ଅଭିଯୁକ୍ତ ଯୁବକ ଫୁଲବାଣୀରୁ ଗଞ୍ଜେଇ ଆଣି ଭୁବନେଶ୍ୱର ଦେଇ ବିହାର ନେଉଥିଲା।

powered by social2s