ଆଜି ମହାପ୍ରଭୁଙ୍କ ସୁନାବେଶ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ବର ବେଶ। ବିଜୟାଦଶମୀରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ। ଅବକାଶ ନୀତି ପରେ ହେବ ସୁନାବେଶ। ମହାପ୍ରଭୁଙ୍କ ଦୁର୍ଲଭ ବେଶର ଦର୍ଶନ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

powered by social2s