ଭୁବନେଶ୍ବର: ଭୁବନେଶ୍ଵର ବରମୁଣ୍ଡା ଦଶହରା ପଡ଼ିଆରୁ ରାବଣ ପୋଡ଼ି ବେଳେ ୧୫୦ରୁ ଅଧିକ ମୋବାଇଲ ଫୋନ୍ ଚୋରି ହୋଇଥିବା ଜଣାପଡ଼ିଛି। ମୋବାଇଲ ସହ ଲୋକଙ୍କ ପର୍ସ ଲୁଟ୍ ନେଇ ଅଭିଯୋଗ ହୋଇଛି। ଖଣ୍ଡଗିରି ଥାନାରେ ମାମଲା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।
powered by social2s