ଭୁବନେଶ୍ୱର: ରାଜ୍ୟର କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ନୂତନ କୂଳପତି ନିଯୁକ୍ତି ପାଇଛନ୍ତି। ପ୍ରଫେସର ସଞ୍ଜୟ ଶତପଥି ଙ୍କୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୂଳପତି ଭାବରେ ନିଯୁକ୍ତି ଦିଆଯାଇଛି। ସେହିପରି ବଲାଙ୍ଗୀର ରାଜେନ୍ଦ୍ର ୟୁନିଭରସିଟି ପାଇଁ ପ୍ରଫେସର ଉମାବଲ୍ଲଭ ମହାପାତ୍ର କୂଳପତି ଭାବେ ଦାୟିତ୍ୱ ନେବେ। କୂଳାଧିପତି ପ୍ରଫେସର ଗଶେଷୀ ଲାଲ୍ ଆଜି ସେମାନଙ୍କ ନିଯୁକ୍ତି ପତ୍ରରେ ମୋହର ଦେଇଛନ୍ତି।
powered by social2s

