ପିପିଲି: ପିପିଲିରେ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ଡିଜିପି ଅଭୟ। ସମୀକ୍ଷା ପରେ ପୋଲିସ ଡିଜିଙ୍କ ସୂଚନା ଦେଇଛନ୍ତି ଯେ ପିପିଲିରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଉପରେ ଗୁରୁତ୍ୱ। ୬୦ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୧୫ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୮୦ଟି ସମ୍ବେଦନଶୀଳ ବୁଥରେ ବିଏସଏଫ ଯବାନ ମୁତୟନ ହେବେ। ଏହା ସହ ୩ କମ୍ପାନି ବିଏସଏଫ ମଧ୍ୟ ମୁତୟନ ହେବେ।
powered by social2s

