ପୁରୀ: ଆସନ୍ତାକାଲି ଠାରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ହବିଷ୍ଯାଳୀ ଙ୍କ ସୁରକ୍ଷା ଓ ଶ୍ରୀମନ୍ଦିରରେ ଦର୍ଶନ ପାଇଁ କରାଯାଇଛି ସ୍ଵତନ୍ତ୍ର ବ୍ୟବସ୍ଥା। ସିଂହଦ୍ଵାର ନିକଟରେ କରାଯାଇଛି ସ୍ଵତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା। ସୁରକ୍ଷା ପାଇଁ ମୁତୟନ ହେବେ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ, ୪ ଏ ଏସ୍ ପି, ୧୫ ଡି ଏସ୍ ପି, ୧୫ ଜଣ ଇନ୍ସପେକ୍ଟର, ୬୫ ସବ୍ ଇନ୍ସପେକ୍ଟର ଓ ୧୦୦ କନେଷ୍ଟବଳ। ପାଖାପାଖି ୨୫୦୦ ହବିଷ୍ଯାଳୀ ଙ୍କ ରହଣି ପାଇଁ କରାଯାଇଛି ବ୍ୟବସ୍ଥା।
powered by social2s

