ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା ବୁଢ଼ୀଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପରେ ଦୁଇ ଜଣ ପୂଜକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ପଜିଟିଭ ଚିହ୍ନଟ ପରେ ଯାତ୍ରାସ୍ଥଳ ଦେଶିବେହେରାସାହି ସିଲ କଲା ଜିଲ୍ଲା ପ୍ରଶାସନ। ସମ୍ପୃକ୍ତ ଅଂଚଳରେ ୧୪୪ ଧାରା ଜାରି ହୋଇଛି। ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନ କରାଯାଉଛି। ଅସ୍ଥାୟୀ ମଣ୍ଡପର ଚତୁଃପାଶ୍ୱ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।
powered by social2s

