ଭୁବନେଶ୍ବର: ଭୁବନେଶ୍ବର ସାଲିଆ ସାହି ଇଡକୋ ପଡ଼ିଆରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଖେଳ ପଡ଼ିଆରେ ହାଟ ବସିଥିବାରୁ ଗଣ୍ଡଗୋଳ ହୋଇଛି। ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ସେହି ସ୍ଥାନରେ ଦୀର୍ଘ ତିନି ବର୍ଷ ହେଲା ହୋଟେଲ କରିଥିବା ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଗୋଷ୍ଠୀ ବିରୋଧ କରିଛି।
powered by social2s

