କେ ଏଲ ଏଫ୍ ଭାବ ସମ୍ବାଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: କଳିଙ୍ଗ ସାହିତ୍ୟ ମହୋତ୍ସବ, ଆନୁକୂଲ୍ୟରେ ହୋଟେଲ ମେ ଫେୟାର, ଲାଗୁନ୍ ପ୍ରେକ୍ଷାଲୟ ରେ କେ ଏଲ ଏଫ୍ ଭାବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି।ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ସଫଳ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଡ ଉପେନ୍ଦ୍ର ନାଥ ବେହେରା ଙ୍କ ସହ ଆଲୋଚନା ରେ ଥିଲେ ପ୍ରଫେସର୍ ଡି ଭି ରମନା ଏବଂ ଡ ଯତୀନ୍ଦ୍ର କୁମାର ନାୟକ । ଦ୍ଵିତୀୟ ପର୍ଯ୍ୟାୟ ରେ ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ପ୍ରବୀର୍ ପଟ୍ଟନାୟକ ଙ୍କ ସହ ଆଲୋଚନା କରିଥିଲେ ପ୍ରଫେସର ଶ୍ରୀଯୁକ୍ତ ଯତୀନ୍ଦ୍ର ନାୟକ। କାର୍ଯ୍ୟକ୍ରମ ରେ ସ୍ଵାଗତ ଭାଷଣ ଦେଇଥିଲେ କେ ଏଲ ଏଫ୍ ର ପୃଷ୍ଠପୋଷକ ଶ୍ରୀଯୁକ୍ତ ଅଶୋକ କୁମାର ବଳ ,କର୍ଯ୍ୟକ୍ର ରେ ନିଜର ଗରିମାମୟ ଉପସ୍ଥିତି ରଖିଥିଲେ ପଦ୍ମ ବିଭୂଷଣ ଶ୍ରୀଯୁକ୍ତ ସୁଦର୍ଶନ ସାହୁ ଏବଂ ସମ୍ମାନିତ କରିଥିଲେ ଅତିଥି ମାନଙ୍କୁ,ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ଶ୍ରୀ ବେଦପ୍ରକାଶ ନାୟକ ,କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ୱେତପଦ୍ମା। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ମାନସୀ,ସନତ କୁମାର,ସାଇ କିରଣ, ଆସ୍ଲେ ଏବଂ ରାକେଶ।

powered by social2s