ଭୁବନେଶ୍ବର: ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ସକାଳୁ ସରିଛି ମଙ୍ଗଳଆଳତି ଅବକାଶ। କାଲିଠାରୁ ଓପାସରେ ଥିଲେ ପ୍ରଭୁ ଲିଙ୍ଗରାଜ। କାଲି ସକାଳ ଧୂପ ପରେ ବନ୍ଦ ଥିଲା ନୀତିକାନ୍ତି। ସମର୍ଥ ସେବାୟତଙ୍କ ବିବାଦ ପାଇଁ ଲାଗିନଥିଲା ଭୋଗ।
powered by social2s