କନ୍ଧମାଳରେ ଅନୁଭୂତ ହେଲା ପହିଲି ଶୀତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସବୁ ସ୍ଥାନରେ ଦେଖିବାକୁ ମିଳିଛି କୁହୁଡିର ଚାଦର। ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିରେ ଅନୁଭୂତ ହେଲା ପହିଲି ଶୀତ। ଦାରିଙ୍ଗିବାଡ଼ିରେ ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି କୋରାପୁଟ ଜିଲ୍ଲାରେ ମଧ୍ଯ ଦୁଇ ଦିନ ହେବ କାକର ପଡ଼ିବା ସହିତ ଶୀତ ଅନୁଭୂତ ହେଉଛି। ନାରାୟଣପାଟଣାରେ ଶୀତୁଆ ପବନର ସ୍ପର୍ଶର ମଜା ନେବା ପାଇଁ ଭୋର୍ ରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।

powered by social2s