ଭୁବନେଶ୍ବର: ସର୍ଭର ଡାଉନ୍ ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆର୍ ଆଇ ଓ ଅମୀନ ନିଯୁକ୍ତି ପରୀକ୍ଷାରେ ବିଳମ୍ବ ହୋଇଛି। ଭୁବନେଶ୍ବର, କଟକ, ପୁରୀ ଓ ଅନ୍ୟ କେତେକ ଅଞ୍ଚଳରେ ସର୍ଭର ଡାଉନ୍ ଯୋଗୁଁ ପରୀକ୍ଷା କେନ୍ଦ୍ର ବାହାରେ ଗୋଟେ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିଥିଲେ ପରୀକ୍ଷାର୍ଥୀ। ତ୍ରୁଟି ସୁଧୁରିବା ପରେ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ। ଏହି ଘଟଣା ଯୋଗୁଁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି।
powered by social2s

