ପୋଲସରା: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଖଜାପଲ୍ଲୀ ନିକଟରେ ପଥଚାରୀଙ୍କୁ ଧକ୍କା ଦେଲା ବାଇକ୍। ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ପଥଚାରୀଙ୍କୁ ମୃତ ଘୋଷଣା କଲେ ଡାକ୍ତର। ବାଇକ୍ ଜବତ କରି କବିସୂର୍ଯ୍ୟନଗର ଥାନା ପୋଲିସ ତଦନ୍ତ ଜାରି ରହିଛି।
powered by social2s