ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ସାମ୍ନାରେ ବାଇକ୍କୁ ପିଟିଲା ଟ୍ରକ୍। ଟ୍ରକ୍ ତଳେ ଚାପି ହୋଇ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଟ୍ରକ୍ ଚକା ତଳୁ ମହିଳାଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଟ୍ରକ୍ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ କରୁଛି ସଇଁତଲା ପୋଲିସ।
powered by social2s

