ଅବଦୁର ରେହମାନର ଜାମିନ ଖାରଜ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଅବଦୁର ରେହମାନର ଜାମିନ ଆବେଦନ ଖାରଜ କଲେ ଓଡ଼ିଶା ହାଇକୋର୍ଟ। ଆତଙ୍କୀ କର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଖାରଜ କଲେ କୋର୍ଟ। କଟକ ସାଲେପୁର ପଶ୍ଚିମକଛରୁ ଗିରଫ ହୋଇଥିଲା ଅବଦୁର ରେହେମାନ। ୨୦୧୫ ଡିସେମ୍ବରରୁ ଗିରଫ ହୋଇ ଜେଲରେ ଅଛି ଅବଦୁର। ଅଲକାଏଦା ଲିଙ୍କ୍‌ରେ ଅବଦୁରକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ।

powered by social2s