ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍ ପାଇଁ ୫ ଓ ୬ରେ ଟିକେଟ ବିକ୍ରି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ଡିସେମ୍ବର ୫ ଓ ୬ରେ ହେବ ଟିକେଟ ବିକ୍ରି। ସାଧାରଣ ଦର୍ଶକଙ୍କ ପାଇଁ ୬ଟି କାଉଣ୍ଟରରେ ହେବ ଟିକେଟ ବିକ୍ରି । ଡିସେମ୍ବର ୧ରେ ଅନଲାଇନରେ ବିକ୍ରି ହେବ ଟିକେଟ। ଜୋମାଟୋରେ ବିକ୍ରି ହେବ ଅନ୍‌ଲାଇନ୍ ଟିକେଟ।

powered by social2s