କେନ୍ଦୁଝର: ଆଜି ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ଦିଆଯାଇଛି। ଅନୁପ୍ରବେଶକାରୀଙ୍କୁ ବାହାର କରିବା ଦାବିରେ ବନ୍ଦ ପାଳନ କରାଯାଉଛି। ଅତ୍ୟାବଶ୍ୟକ ସେବା ଛାଡ଼ି ଦୋକାନ, ବଜାର, ସ୍କୁଲ, କଲେଜ ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ପିକେଟିଂ କରିଛନ୍ତି ବିଶ୍ବ ହିନ୍ଦୁ ପରିଷଦର ସଦସ୍ୟ ମାନେ।
powered by social2s

