ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ବେଆଇନ ବାଲି ଚାଲାଣ ବେଳେ ଚଢ଼ାଉ କରିଛନ୍ତି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ । ବେଆଇନ ବାଲି ଚାଲାଣ ଅଭିଯୋଗରେ ୩୨ ହାଇୱା ଜବତ କରାଯାଇଛି। ଜଳେଶ୍ବର ଚାଲନ୍ତି ଅଞ୍ଚଳରେ ବେଆଇନ ବାଲି ଚାଲାଣ ନେଇ ଖବର ପାଇ ଏହି ମିଳିତ ଚଢ଼ାଉ ହୋଇଥିଲା।
powered by social2s