ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବାହ୍ନ ୧୧:୫୦ ରେ ନୂଆଦିଲ୍ଲୀରୁ ବାହାରିବେ ଓ ଅପରାହ୍ନ ୨ଟାରେ ଭୁବନେଶ୍ବରରେ ଅବତରଣ କରିବେ ରାଷ୍ଟ୍ରପତି। ଅପରାହ୍ନ ୪ଟାରେ କରିବେ ରାଜଭବନ ଅତିଥି ନିବାସର ଉଦଘାଟନ। ଆଜି ଓଡ଼ିଶା ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଯୋଗଦେବେ ରାଷ୍ଟ୍ରପତି। ଅପରାହ୍ନ ୪:୩୦ ରୁ ୫:୩୦ ରହିଛି ବିଧାନସଭା ସମ୍ବୋଧନ କାର୍ଯ୍ୟକ୍ରମ।
powered by social2s

