ଓଡ଼ିଶା ବିଧାନସଭାରେ ୧୭୪୪୦ କୋଟିର ଅତିରିକ୍ତ ବଜେଟ୍ ଆଗତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଓଡ଼ିଶା ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ୍। ୨୦୨୫-୨୬ ଆର୍ଥିକ ବର୍ଷର ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ ହୋଇଛି। ଗୃହରେ ଅତିରିକ୍ତ ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାର୍ଯ୍ୟକ୍ରମ ବଜେଟ୍ ୧୩ ହଜାର ୭୧୬ କୋଟି । ପ୍ରଶାସନିକ ଖର୍ଚ୍ଚ ୩ ହଜାର ୩୮୯ କୋଟି ଟଙ୍କା। ବିପର୍ଯ୍ୟୟ ସଂକଟ ପରିଚାଳନା ପାଣ୍ଠି ୧୭୧ କୋଟି ଟଙ୍କା। ରାଜ୍ୟରୁ ହସ୍ତାନ୍ତର ୧୬୪ କୋଟି। ରାଜ୍ୟସ୍ତରୀୟ ଯୋଜନା ୧୧,୬୪୩ କୋଟି। କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ୨୦୫୪ କୋଟି, କେନ୍ଦ୍ରୀୟ ଯୋଜନା ୧୯ କୋଟି, ସାମାଜିକ ସେବା ୫,୯୪୮ କୋଟି ଓ ଅର୍ଥନୈତିକ ସେବା ୯,୧୮୯ କୋଟି।

powered by social2s