ବନ୍ଦ ହେଲା ଶ୍ରୀ ଲିଙ୍ଗରାଜ ମନ୍ଦିର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରୁ ୪ ଜଣ ସେବାୟତ କୋରନା ସଂକ୍ରମିତ ଚିହ୍ନଟ ହେବା ପରେ ମନ୍ଦିରକୁ ଅନ୍ନିଦିଷ୍ଟ ସମୟ ପାଇଁ  ପ୍ରଶାସନ ବନ୍ଦ ରଖିବାକୁ ନିଷ୍ପତି ନେଇଛି।

 

କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରିବାକୁ ନିଆଯାଇଛି ନିଷ୍ପତି।

 

powered by social2s