କଟକ: ଭାରସାମ୍ୟ ହରାଇ ବିରୂପା ନଦୀକୁ ଖସିପଡ଼ିଲା କାର୍। କଟକ ଜଗତପୁର ପଣ୍ଡାସାହି ନିକଟ ବିରୂପା ନଦୀକୁ ଖସିପଡ଼ିଲା କାର୍। ଜଣେ ଉଦ୍ଧାର ହୋଇଥିବା ବେଳେ ଆଉ ଜଣେ କାର୍ ଭିତରେ ଫସି ରହିଥିବା ସୂଚନା। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ, ଓଡ୍ରାଫ୍ କର୍ମଚାରୀ ଓ ସ୍କୁବା ଡାଇଭର୍ ନିୟୋଜିତ ଥିବା ସୂଚନା। କାର୍ ରେ ଭୁବନେଶ୍ଵରରୁ ପାଞ୍ଚ ଜଣ କଟକ ଆସିଥିଲେ। ତିନି ଜଣ ଅଧା ରାସ୍ତାରେ ରହିଯାଇଥିଲେ। ଅନ୍ୟ ଦୁଇ ଜଣ ଗାଡ଼ି ସହିତ ପାଣି ଭିତରେ ପଡ଼ିଯାଇଥିଲେ।
powered by social2s

