ପୁରୀ: ପୁରୀ ନୀଳଚକ୍ର ନଗରରେ ନିଶା ମାଫିଆଙ୍କ ଘର ଭାଙ୍ଗିଲା ପୋଲିସ। ନିଶା ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର। ବ୍ରାଉନ୍ସୁଗାର ଚାଲାଣ ବେଳେ ଧରାପଡ଼ି ଜେଲ୍ ଯାଇଥିଲା ଅଭିଯୁକ୍ତ।
powered by social2s