ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଡିୟମ୍ ରେ ଟି ୨୦ ମ୍ୟାଚ୍ ଟିକେଟ୍ ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ରାତିରୁ ଷ୍ଟାଡିୟମ ନିକଟରେ ଲୋକଙ୍କ ଭିଡ଼ ଲାଗିରହିଛି। ଲୋକଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ନାକେଦମ ହୋଇଛି। ଆଜି ସକାଳ ୯ଟାରୁ ଆରମ୍ଭ ହୋଇଛି ଟିକେଟ୍ ବିକ୍ରି ଅଫଲାଇନରେ ବିକ୍ରି ହେବ ୧୦ ହଜାର ଟିକେଟ୍। ଜଣେ ବ୍ୟକ୍ତିଙ୍କୁ ୨ଟି ଟିକେଟ୍ ବିକ୍ରିର ବ୍ୟବସ୍ଥା କରାଯାଇଛି।
powered by social2s

