ଆଠଗଡ଼: କଟକ ଜିଲ୍ଲା ମୁଣ୍ଡଳୀ ମହାନଦୀର ବାଲି ପଠାରେ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀର ଦେଖାଯିବା ପରେ ନଦୀକୂଳ ଅଞ୍ଚଳରେ ଆତଙ୍କ ସ୍ରୁଷ୍ଟି ହୋଇଛି। ଦେଖାଦେଇଥିବା କୁମ୍ଭୀର କେଉଁ ପ୍ରଜାତିର ତାହା ଅସ୍ପଷ୍ଟ ରହିଛି।
powered by social2s