ପୁରୀ : ପୁରୀ ରେ ପହଁଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ ।
ନୟାଗଡ଼ ବନଖଣ୍ଡ ରୁ ୧୩ ଖଣ୍ଡ ଫାଶୀ କାଠ ପହଁଚିଥିବା ସୂଚନା ମିଳିଛି। ଏଥିରେ ରଥର ପାହି, ଅର ଓ ତୁମ୍ବ ତିଆରି ହେବ।
powered by social2s