ସମ୍ବଲପୁର: ଆଜିଠୁ ମା ସମଲେଶ୍ବରୀଙ୍କ ଦର୍ଶନରେ ଲାଗିଲା କଟକଣା। ନୂତନ ମାଗଦର୍ଶିକା ଜାରି କଲେ ମନ୍ଦିର ଟ୍ରଷ୍ଟ ବୋର୍ଡ଼ । ସନ୍ଧ୍ୟା 5 ଟା ପରେ ଭକ୍ତଙ୍କୁ ମନ୍ଦିର ମନା।
ପ୍ରବେଶରୁ ପ୍ରସ୍ଥାନ ମାସ୍କ ବାଧ୍ୟତାମୂଳକ । ରାତ୍ରି କର୍ଫ୍ୟୁ ଯୋଗୁଁ ନିଆଯାଇଛି ଏପରି ନିଷ୍ପତ୍ତି।
powered by social2s