ଭୁବନେଶ୍ୱର: ଆଗକୁ ଓଡ଼ିଶାରେ ଦିନକୁ ୫୦,୦୦୦ କୋଭିଡ ଟେଷ୍ଟିଙ୍ଗ କରାଯିବ ବୋଲି କହିଲେ ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି ଯେ ଏବେ ସରକାରୀ ଓ ବେସରକାରୀ ହସ୍ପିଟାଲରେ ୯,୦୦୮ ବେଡ଼ ଅଛି।
ବେଡ଼ ରେ ୧୭.୫ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ୨,୦୧୮ ଟି ICU ବେଡ଼ ରହିଛି। ୨୧.୦୧ ପ୍ରତିଶତ ବେଡ଼ ରେ ରୋଗୀ ଚିକିତ୍ସିତ ଅଛନ୍ତି। ରାଜ୍ୟରେ ଭେଣ୍ଟିଲେଟର ସଂଖ୍ୟା ୭୮୨, ସେଥିରେ ୭.୫୧ ପ୍ରତିଶତ ରୋଗୀ ଅଛନ୍ତି।
ଓଡିଶାରୁ କୁମ୍ଭମେଳା ଯାଇଥିବା ୪୦୦ ପଞ୍ଜୀକୃତ ହୋଇଛନ୍ତି।
powered by social2s

