ଭୁବନେଶ୍ବର: ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ କନିଷ୍ଠ ଶିକ୍ଷକ ଧାରଣା ଆରମ୍ଭ କରିଛନ୍ତି। ରାଜ୍ୟରେ ୧୩ ହଜାରରୁ ଅଧିକ ଠିକା ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି ଶିକ୍ଷକ।
powered by social2s