ମୟୁରଭଞ୍ଜରେ ୪ ଡିଗ୍ରୀକୁ ଖସିଲା ପାରଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଉପରବାରହା କାମୁଡ଼ାରେ ତାପମାତ୍ରା ୪ ଡିଗ୍ରୀ ରେକର୍ଡ କରାଯାଇଛି। ଚହଲାରେ ତାପମାତ୍ରା ୬ ଡିଗ୍ରୀ ଓ ବରେହିପାଣିରେ ୯ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା। ହାଡ଼ଭଙ୍ଗା ଶୀତରେ ଥରୁଛି ଝାରସୁଗୁଡ଼ା ସହର। ଆଜି ସକାଳ ୮ଟା ୩୦ରେ ଝାରସୁଗୁଡ଼ା ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି, ରାଉରକେଲା ତାପମାତ୍ରା ୯.୧ ଡିଗ୍ରୀ ରେକର୍ଡ ହୋଇଛି।

powered by social2s