ଏପ୍ରିଲ ୨୪ ରୁ ଓଡ଼ିଶାରେ ସପ୍ତାହାନ୍ତ ସଟଡାଉନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡିଶାରେ ଏପ୍ରିଲ ୨୪ ରୁ ଲାଗୁହେବ ସପ୍ତାହାନ୍ତ ସଟଡାଉନ ବୋଲି ସୂଚନା ଦେଲେ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ସଟଡାଉନ ସହ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ। ସଟଡାଉନ ବେଳେ ଆବଶ୍ୟକ ସେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ପାସ ଦରକାର ନାହିଁ । ବୈଧ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ। ଏଣିକି ବାହାର ରାଜ୍ୟରୁ ଆସିଲେ ୧୪ ଦିନ କ୍ୱାରେନଟାଇନ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର।

powered by social2s