କୋରାପୁଟ: ଆହାର କେନ୍ଦ୍ରରେ ଖାଇବା ଦେଖି ରାଗିଗଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। କୋରାପୁଟ ସୁନାବେଡ଼ାରେ ଖାଦ୍ୟ ଗୁଣବତ୍ତାକୁ ନେଇ ରାଗିଗଲେ ମନ୍ତ୍ରୀ। ନିଜେ ଖାଇ ଆହାରର ମାନ ଯାଞ୍ଚ କରିବା ପରେ ଅସନ୍ତୋଷ ପ୍ରକାଶ କଲେ। ଡାଲମାରେ ଡାଲି କି ପରିବା ନଥିବା କହି ଚେତାବନୀ ଦେଲେ ମନ୍ତ୍ରୀ। ପରିବର୍ତ୍ତନ ହୁଅ ନ ହେଲେ ୟା ପରେ ବାତିଲ୍ କରିବି କହିଲେ ମନ୍ତ୍ରୀ। ଏହା ପ୍ରଥମ ଓ ଶେଷ ୱାର୍ଣ୍ଣିଂ କହି ସେଠାରୁ ଫେରିଲେ ମନ୍ତ୍ରୀ।
powered by social2s

