ଭୁବନେଶ୍ବର ବିମାନ ବନ୍ଦରରେ ହୋହଲ୍ଲା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନ ବାତିଲ ହୋଇଛି। ୫୦ଜଣ ଯାତ୍ରୀ ଭୁବନେଶ୍ବରରୁ ଦିଲ୍ଲୀ ଯାଇଥାନ୍ତେ। ସେଠାରୁ କନେକ୍ଟିଙ୍ଗ ଫ୍ଲାଇଟରେ ଜେଦା ଯିବାର ଥିଲା। କୁହୁଡ଼ି ପାଇଁ ଭୁବନେଶ୍ବରରୁ ୩ଟି ବିମାନ ବାତିଲ ସୂଚନା।

ଯାତ୍ରୀ ଙ୍କ ମଧ୍ୟରେ ଅସନ୍ତୋଷ ଓ ହୋହାଲ୍ଲା ଦେଖିବାକୁ ମିଳିଛି। 

powered by social2s