ସୋର: ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ତାଳପଦା ଗାଁରେ ୫ ଏକର ଜମିରେ ଗଚ୍ଛିତ ରଖିଥିବା ଧାନ ଜଳିଯାଇଛି। ୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନ ଫସଲ। ରେମୁଣା ବ୍ଲକ ତାଳପଦା ଗାଁରେ ୫ ଚାଷୀଙ୍କ ଫସଲ ଜଳିଯାଇଛି। ବାହାନଗା ଅଗ୍ନିଶମ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଛି।
powered by social2s

