ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବାରିହା ପଥର ଘାଟିରୁ ଖସିଲା ପିକ୍ନିକ୍ ବସ୍। ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ୧୭ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଘାଟିରୁ ଓହ୍ଲାଉଥିବା ବେଳେ ତଳକୁ ଖସିଲା ବସ୍। ଏକ ଘରୋଇ ସ୍କୁଲର କର୍ମଚାରୀ ଯାଇଥିଲେ ପିକ୍ନିକ୍। ସମସ୍ତ ଆହତ ପାତ୍ରପୁର ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି।
powered by social2s

