ନବରଙ୍ଗପୁରର ୩ଟି ବ୍ଲକରେ ଗାଡ଼ି ଚଳାଚଳ ବନ୍ଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ୩ଟି ବ୍ଲକରେ ଆଜିଠୁ ଡିସେମ୍ବର ୨୯ ତାରିଖ ଯାଏ ବନ୍ଦ ରହିବ ଗାଡ଼ି ଚଳାଚଳ। ଉମରକୋଟ, ଝରିଗାଁ ଓ ରାଇଘର ବ୍ଲକରେ ଅଖ ଚକ ବନ୍ଦ ଥିବା ସୂଚନା। ଧାନ ମଣ୍ଡିରେ ତୁରନ୍ତ ଧାନ କିଣାବିକା ଦାବିରେ ବନ୍ଦ ପାଳନ କରାଯାଉଛି। ୩ଟି ବ୍ଲକର କୃଷକ ମହାସଙ୍ଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି।

powered by social2s