ଭୁବନେଶ୍ବର: ଡିସେମ୍ବର ୨୫ ତାରିଖରୁ ଓଡ଼ିଶାରେ ଶୀତର ପ୍ରକୋପ ବୃଦ୍ଧି ପାଇଛି ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ବଢ଼ିବା ଯୋଗୁ କମିପାରେ ତାପମାତ୍ରା। ପଶ୍ଚିମା ଝଡ଼ ପ୍ରସ୍ଥାନ ପ୍ରଭାବରେ ରାତ୍ରି ତାପମାତ୍ରା କମିବା ଆଶଙ୍କା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଦିଆଯାଇଛି ଏହି ସୂଚନା।
powered by social2s

