ଭୁବନେଶ୍ୱର: ଓଡ଼ିଶାରେ ବାତିଲ ହେଲା ମାଟ୍ରିକ ପରୀକ୍ଷା ବୋଲି ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ କହିଲେ ଯେ ମଦ୍ରାସା ଶିକ୍ଷାବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି। କ ରୋ ନା ସଂକ୍ରମଣ ଦୃଷ୍ଟିରୁ ଏହି ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
powered by social2s

