ସମ୍ବଲପୁର ବିଶ୍ୱବିଦ୍ୟାଳୟ ୫ ଦିନ ବନ୍ଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ଆଜିଠୁ ୫ ଦିନ ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ। କାର୍ଯ୍ୟାଳୟ ଓ ବିଭାଗରେ କରନା ସଂକ୍ରମିତ ଚିହ୍ନଟ ହେବାପରେ ନିଆଯାଇଛି ଏହି ପଦକ୍ଷେପ। ବନ୍ଦ ପାଇଁ ନିର୍ଦେଶ ଦେଇଛନ୍ତି କୁଳପତି ପ୍ରଫେସର ସଂଜୀବ ମିତ୍ତଲ।

powered by social2s