ଖଣିରେ ବିସ୍ପୋରଣ; ୨ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗାର ଗୋପାଳପୁର ଖଣିରେ ବିସ୍ପୋରଣ ଓ ମାଟି ଅତଡ଼ା ଖସିଥିଲା । ମାଟି ଅତଡ଼ା ତଳୁ ୨ଟି ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଗୋଟିଏ ଓଡ୍ରାଫ୍ ଓ ୨ଟି ଅଗ୍ନିଶମ ଟିମ୍ ଉଦ୍ଧାର କାମରେ ନିୟୋଜିତ ଥିବା ସୂଚନା। ମାଟି ଖୋଳିବାରେ ଲାଗିଛି ଜେସିବି ମେସିନ୍। ବେଆଇନ ବ୍ଲାଷ୍ଟିଂ ସହ ଚାଲିଥିଲା ପଥର ଖଣି ଖନନ କାର୍ଯ୍ୟ।

powered by social2s