ଜଳିଗଲେ ୧୦୦ ଛେଳି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ଛତ୍ରପଦା ଗାଁରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ଘର ସହ ଜଳିଗଲେ ୧୦୦ ଛେଳି ଓ ୧୦ ଗୋରୁ। ବିଳମ୍ବିତ ରାତିରେ ନିଆଁ ଲାଗି ୭ ପରିବାର ସର୍ବସ୍ବାନ୍ତ ହୋଇଛନ୍ତି। ନିଆଁରେ ୧୦୦ ବସ୍ତା ଧାନ ସହ ଘରର ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି।

powered by social2s