ସାରା ଓଡ଼ିଶାରେ ଘନ କୁହୁଡ଼ିର ଆସ୍ତରଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଓଡ଼ିଶାରେ ସାମାନ୍ୟ ଶୀତ କମିଛି କିନ୍ତୁ କୁହୁଡ଼ି କଲବଲ କରୁଛି। ସାରା ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଆସନ୍ତା ୭ ତାରିଖ ଯାଏଁ ଘନ କୁହୁଡ଼ି ପଡ଼ିବା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ପାଞ୍ଚ ଦିନ ଯାଏଁ ପାଗରେ ହେବନି ପରିବର୍ତ୍ତନ। ପାଞ୍ଚ ଦିନ ପରେ ରାଜ୍ୟରେ ଶୀତ ଲହରୀ ସହ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ ତାପମାତ୍ରା।

powered by social2s