ମହାରାଷ୍ଟ୍ର ରେ କାମ କରିବା ପାଇଁ ଲୋକ ନେବାକୁ ଆସିଥିବା ଘରୋଇ ବସ ବାଲେଶ୍ୱରରେ ଅଟକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ବାଲେଶ୍ୱର: ମହାରାଷ୍ଟ୍ର ର ଏକ ଘରୋଇ କମ୍ପାନୀରେ କାମ କରିବା ପାଇଁ ଲୋକ ନେବାକୁ ଆସିଥିବା ଏକ ଘରୋଇ ବାସକୁ ଅଟକ ରଖିଲେ ଗ୍ରାମବାସୀ । ଖବର ନେବାରୁ ଜଣାପଡିଛି ଯେ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ହରିପୁର ଗ୍ରାମରେ ୨୦ ରୁ ଅଧିକ ଲୋକଙ୍କୁ ଏକ ଘରୋଇ କମ୍ପାନୀରେ କାମ କରିବା ପାଇଁ ଏକ ବସ ବିଳମ୍ବିତ ରାତିରେ ଆସିଥିଲା । କିଛି ଗ୍ରାମବାସୀ ମାନେ ଖବର ପାଇ ବସକୁ ଅଟକ ରଖିବା ସହିତ ଡ୍ରାଇଭର ଓ ହେଲପର କୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି । ଖଇରା ପୋଲିସ ବସ ସହିତ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

powered by social2s