ସମ୍ବଲପୁରରେ ୨୫ଟି ନୂଆ ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ସମ୍ବଲପୁରରେ ୨୫ଟି ନୂଆ ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଇଁଠାପାଲିଠାରେ କୃଟ ର ଅତ୍ୟାଧୁନିକ ବସ୍ ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ। ମାସ ଶେଷ ସୁଦ୍ଧା ସହରରେ ମୋଟ ୫୦ଟି ଇ-ବସ୍ ଚଳାଚଳ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ସମ୍ବଲପୁରବାସୀଙ୍କ ଯାତାୟାତକୁ ଅଧିକ ସୁବ୍ୟବସ୍ଥିତ କରିବ। ପରିବେଶ ପ୍ରଦୂଷଣ ହ୍ରାସ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ।

powered by social2s