ଭୁବନେଶ୍ୱରର ପ୍ରମୁଖ ହାଟ ସ୍ଥାନାନ୍ତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ରାଜଧାନୀରେ କୋଭିଡ ସଂକ୍ରମଣ ବଢୁଥିବାରୁ ସୋମବାର ରୁ ବିଏମସି ହାଟ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏକ ନମ୍ବର ହାଟକୁ ଏକ ନମ୍ବର ହାଇସ୍କୁଲ ପଡିଆକୁ ସ୍ଥାନାନ୍ତର କରାଯିବ। ବ୍ରହ୍ମେଶ୍ୱର ହାଟକୁ ବ୍ରହ୍ମେଶ୍ୱର ମେଳନ ପଡିଆକୁ ସିଫ୍ଟ କରାଯିବ। ସେହିଭଳି ଲିଙ୍ଗରାଜ ହାଟକୁ ବିଏମସି ମାର୍କେଟ କମ୍ପେଲ୍ସ ଆଗକୁ ସ୍ଥାନାନ୍ତର କରାଯାଇଛି। ତେବେ ଆଜିଠୁ ୟୁନିଟ-୪ ହାଟକୁ ରେଡକ୍ରସ ଭବନ ସମ୍ମୁଖ ତଥା ଶାସ୍ତ୍ରୀନଗରକୁ ସ୍ଥାନାନ୍ତରିତ କରାଯାଇଛି।

powered by social2s