ଚିଲିକାରେ ଡଲଫିନ ଗଣନା ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରହ୍ମଗିରି: ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା। ସକାଳ ୬ଟାରୁ ୧୮ଟି ଟିମକୁ ନେଇ ଚାଲିଛି ଗଣନା । ବାଇନାକୁଲାର, କ୍ୟାମେରା ବ୍ୟବହାର କରାଯାଇ ଡଲଫିନ ଗଣନା ଜାରି ରହିଛି। ଜାନୁଆରୀ ୨୨ତାରିଖ ଯାଏଁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଡଙ୍ଗା ଚାଳନା ।

powered by social2s